ପ୍ରତିହତି Pratihati

  • ସଂ. ବି (ପ୍ରତି+ହନ୍ ଧାତୁ+ତି) — ପ୍ରତିଘାତ — Return blow
  • ସଂ. ବି (ପ୍ରତି+ହନ୍ ଧାତୁ+ତି) — ଟକ୍କର (ହି. ଶ); ଠୋକର — Collision
  • ସଂ. ବି (ପ୍ରତି+ହନ୍ ଧାତୁ+ତି) — କ୍ରୋଧ (ହି. ଶ) — Anger; rage