ପ୍ରତିସୂର୍ୟ୍ୟ Prati sūrj̄ya

  • ସଂ. ବି. (ପ୍ରତି+ସୂର୍ଯ୍ୟ) — ସୂର୍ଯ୍ୟମଣ୍ଡଳ — The sun's orb
  • ସଂ. ବି. (ପ୍ରତି+ସୂର୍ଯ୍ୟ) — ଆକାଶରେ ଦେଖାଯିବା ଉତ୍ପାତବିଶେଷ, ଯହିଁରେ ସୂର୍ଯ୍ୟଙ୍କ ସାମନାରେ ଆଉ ଏକ ସୂର୍ଯ୍ୟ ଦେଖା ଯାଆନ୍ତି (ହି. ଶ) — An ominous phenomenon of the sky in which an image of the sun is seen in front of the sun
  • ସଂ. ବି. (ପ୍ରତି+ସୂର୍ଯ୍ୟ) — ଏଣ୍ଡୁଅ (ହି. ଶ) — Chameleon