ପ୍ରତିସର Pratisara
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ସୈନ୍ୟପୃଷ୍ଠ — The rear of an army
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ଆଶ୍ରିତ ବ୍ୟକ୍ତି — Dependant
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ଭୃତ୍ୟ; କିଙ୍କର — Servant; attendant
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ପ୍ରଜା — Subject
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ମାଲ୍ୟ; ହାର — Garland; wreath
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ବଳୟ; କଙ୍କଣ — Bracelet
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ପ୍ରାତଃକାଳ — Daybreak
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — ବିବାହ କାଳରେ ପିନ୍ଧାଯିବା କରଜଡ଼ିତ ସୂତ୍ର; କରସୂତ୍ର; ବାଡ଼ୁଅ ସୂତା; କୌତୁକ ସୂତ୍ର — A consecrated string tied round the wrist at nuptials
- ସଂ. ବି (ପ୍ରତି+ସୃ ଧାତୁ+କର୍ତ୍ତୃ. ଅ) — (+ଭାବ. ଅ)—କ୍ଷତାଦିର ଆରୋଗ୍ୟକରଣ — Healing a sore
- ସଂ. ବିଣ. ପୁଂ. (ସମାସରେ) — ଆଶ୍ରିତ — Dependent on
- ସଂ. ବିଣ. ପୁଂ. (ସମାସରେ) — ଆଡ଼କୁ ଯାଉଥିବା — Going towards
- ସଂ. ବିଣ. ପୁଂ. (ସମାସରେ) — ଅବଲମ୍ବନକାରୀ — Having recourse to