ପ୍ରତିସମ୍ପତ୍ତି Pratisampatti

  • ଗ୍ରା. ବି — ବହୁମୂଲ୍ୟ ଧନ — Valuable property
  • ଗ୍ରା. ବି — ଜୟଦେବ ବର୍ଣ୍ଣିଲେ ମୋହନ ମୂରତି; ହରି ପାଦ ପଦ୍ମସ୍ମର ପ୍ରତିସମ୍ପତ୍ତି—ପ୍ରାଚୀ, ରସବାରିଧି।