ପ୍ରତିଷ୍ଠା Pratishṭhā
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ସୁଖ୍ୟାତି; ସୁନାମ; ପ୍ରସିଦ୍ଧି — Celebrity; fame; reputation
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ଗୌରବ; ମର୍ଯ୍ୟାଦା — Glory; honour
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — (+ଅଧିକରଣ. ଅ) କ୍ଷିତି; ପୃଥିବୀ — The earth
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — (+ଭାବ. ଅ) ଉଚ୍ଚ ପରିସ୍ଥିତି — High position
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ବ୍ରତାଦିର ଉଦ୍ଯାପନ — Accomplishment or ceremonial conclusion of a religious rite or vow
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ସମାପ୍ତି — Completion; accomplishment
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ଚତୁରାକ୍ଷର ଛନ୍ଦୋବିଶେଷ — Name of a metre of 4 lines consisting of 4 syllables each
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ଅବସ୍ଥାନ; ସ୍ଥିତି — Staying; fixation
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ଅବଲମ୍ବନ; ଆଶ୍ରୟ — Assylum; refuge; shelter
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ସ୍ଥାନ; ଆସ୍ପଦ — Place; position; station; site
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ସୀମା — Boundary
- ସଂ. ବି. (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ) — ସ୍ଥିରତା — Steadfastness; fixity