ପ୍ରତିଷ୍ଠାପିତ Pratishṭhāpita

  • ସଂ. ବିଣ. (ପ୍ରତି+ସ୍ଥାପିତ; ଷତ୍ୱବିଧାନ) — ଅବସ୍ଥାପିତ — Placed; put
  • ସଂ. ବିଣ. (ପ୍ରତି+ସ୍ଥାପିତ; ଷତ୍ୱବିଧାନ) — (ପ୍ରତିଷ୍ଠାପନ—ବି)
  • ସଂ. ବିଣ. (ପ୍ରତି+ସ୍ଥାପିତ; ଷତ୍ୱବିଧାନ) — ପ୍ରତିଷ୍ଠା କରା ଯାଇଥିବା — Established; opened
  • ସଂ. ବିଣ. (ପ୍ରତି+ସ୍ଥାପିତ; ଷତ୍ୱବିଧାନ) — ନିର୍ମିତ — Erected
  • ସଂ. ବିଣ. (ପ୍ରତି+ସ୍ଥାପିତ; ଷତ୍ୱବିଧାନ) — ସମାପିତ — Accomplished