ପ୍ରତିଷ୍ଠା କରିବା Pratishṭhā karibā

  • ଦେ. କ୍ରି. — ନୂତନ ଘର, ପୁଷ୍କରିଣୀ, କୂପ, ଦେବାଳୟ, ଦେବତାମାନଙ୍କୁ ମନ୍ତ୍ରାଦିଦ୍ୱାରା ପରିଶୁଦ୍ଧ କରି ଉଦ୍ଦିଷ୍ଟ କାର୍ଯ୍ୟ ପାଇଁ ଉତ୍ସର୍ଗ କରିବା — To consecrate a new house, tank or other institution to the intended use
  • ଦେ. କ୍ରି. — ସଂସ୍ଥାପନ କରିବା — To install; to establish; to open; to start
  • ଦେ. କ୍ରି. — ପ୍ରଶଂସା କରିବା — To praise