ପ୍ରତିଷେଧ Pratishedha

  • ସଂ. ବି. (ପ୍ରତି+ସିଧ୍ ଧାତୁ+ଭାବ. ଅ; ଷତ୍ୱ ବିଧାନ) — ନିବାରଣ; ନିଷେଧ — Prohibition
  • ସଂ. ବି. (ପ୍ରତି+ସିଧ୍ ଧାତୁ+ଭାବ. ଅ; ଷତ୍ୱ ବିଧାନ) — ଅସ୍ୱୀକାର — A denial
  • ସଂ. ବି. (ପ୍ରତି+ସିଧ୍ ଧାତୁ+ଭାବ. ଅ; ଷତ୍ୱ ବିଧାନ) — ବିରୋଧ; ପ୍ରତିବାଦ — Contradiction; opposition
  • ସଂ. ବି. (ପ୍ରତି+ସିଧ୍ ଧାତୁ+ଭାବ. ଅ; ଷତ୍ୱ ବିଧାନ) — ଅଟକାଇବା — Restraining
  • ସଂ. ବି. (ପ୍ରତି+ସିଧ୍ ଧାତୁ+ଭାବ. ଅ; ଷତ୍ୱ ବିଧାନ) — ବର୍ଜନ; ପରିହାର; ତ୍ୟାଗ — Abandonment
  • ସଂ. ବି. (ପ୍ରତି+ସିଧ୍ ଧାତୁ+ଭାବ. ଅ; ଷତ୍ୱ ବିଧାନ) — ନିୟମର ନିପାତନ — An exception to a rule
  • ସଂ. ବି. (ପ୍ରତି+ସିଧ୍ ଧାତୁ+ଭାବ. ଅ; ଷତ୍ୱ ବିଧାନ) — କାବ୍ୟାଳଙ୍କାରବିଶେଷ — A figure of rhetoric