ପ୍ରତିଷେଧକ ଔଷଧ Pratishedhaka a̲u̲shadha

  • ସଂ. ବି (କର୍ମଧା; ପ୍ରତିଷେଧକ+ଔଷଧ) ରୋଗନିବାରକ ଔଷଧ; ଯେଉଁ ଔଷଧ ବ୍ୟବହାର କଲେ ରୋଗ ପ୍ରଥମରୁ ଆକ୍ରମଣ କରେ ନାହିଁ — An antidote; preventive