ପ୍ରତିଶ୍ରବ Pratiṡraba

  • ସଂ. ବି (ପ୍ରତି+ଶ୍ରୁ ଧାତୁ+କର୍ମ. ଅ) — ପ୍ରତ୍ୟୁତ୍ତର — Reply; answer
  • ସଂ. ବି (ପ୍ରତି+ଶ୍ରୁ ଧାତୁ+କର୍ମ. ଅ) — ପ୍ରତିଶ୍ରୁତି; ଅଙ୍ଗୀକାର — Promise
  • ସଂ. ବି (ପ୍ରତି+ଶ୍ରୁ ଧାତୁ+କର୍ମ. ଅ) — ସ୍ୱୀକାର — Assent; agreement