ପ୍ରତିଶାସନ Pratiṡāsana

  • ସଂ. ବି (ପ୍ରତି+ଶାସନ) — ବିଶିଷ୍ଟ ଆଦେଶ — Special order
  • ସଂ. ବି (ପ୍ରତି+ଶାସନ) — କୌଣସି କାର୍ଯ୍ୟପାଇଁ ଦୂତ ବା ଭୃତ୍ୟ— ପ୍ରେରଣ — Sending or deputing a messenger on a certain mission
  • ସଂ. ବି (ପ୍ରତି+ଶାସନ) — ପ୍ରଥମ ଆଦେଶକୁ ରହିତ କରିବା ହୁକୁମ — Counter order; countermanding order