ପ୍ରତିଶାପ Pratiṡāpa

  • ଦେ. ବି — ଅଭିଶାପ ଦେଇଥିବା ବ୍ୟକ୍ତିକୁ ଅଭିଶପ୍ତ ବ୍ୟକ୍ତିର ଦେବା ଅଭିଶାପ — A curse uttered in return for a curse
  • ଦେ. ବି — ଦକ୍ଷକୁ ପ୍ରତିଶାପ ଦେଇ ବୋଲଇ ସଭାଜନେ ଚାହିଁ—ଜଗନ୍ନାଥ ଭାଗବତ।