ପ୍ରତିଶବ୍ଦ Pratiṡabda

  • ସଂ. ବି (ପ୍ରତି=ସମାନ+ଶବ୍ଦ) — ପ୍ରତିଧ୍ୱନି — Echo; reverberation
  • ସଂ. ବି (ପ୍ରତି=ସମାନ+ଶବ୍ଦ) — ସମାନାର୍ଥକ ଅନ୍ୟ ଶବ୍ଦ; ଗୋଟିଏ ଶବ୍ଦର ତୁଲ୍ୟାର୍ଥବୋଧକ ଅନ୍ୟଶବ୍ଦ — Synonym