ପ୍ରତିଲୋମ Pratiloma
- ସଂ. ବିଣ. (ପ୍ରତି=ବିପରୀତ+ଲୋମ=ଶରୀରର ରୁମ) — ପ୍ରତିକୂଳ; ବାମ; ବିରୁଦ୍ଧ — Contrary; opposite
- ସଂ. ବିଣ. (ପ୍ରତି=ବିପରୀତ+ଲୋମ=ଶରୀରର ରୁମ) — ଓଲଟା; ବିପରୀତ — Inverse; inverted
- ସଂ. ବିଣ. (ପ୍ରତି=ବିପରୀତ+ଲୋମ=ଶରୀରର ରୁମ) — ଦେହର ଲୋମର ବିପରୀତ ଦିଗରେ ଚାଳିତ — Moved against the hair or grain
- ସଂ. ବିଣ. (ପ୍ରତି=ବିପରୀତ+ଲୋମ=ଶରୀରର ରୁମ) — ନୀଚ — Low; vile; base; depraved
- ସଂ. ବିଣ. (ପ୍ରତି=ବିପରୀତ+ଲୋମ=ଶରୀରର ରୁମ) — ନିର୍ଦ୍ଧାରିତ ନିୟମ ବା ରୀତିବିରୁଦ୍ଧ — Contrary to the prescribed rule or order
- ସଂ. ବିଣ. (ପ୍ରତି=ବିପରୀତ+ଲୋମ=ଶରୀରର ରୁମ) — ନୀଚତର ଜାତୀୟ — Of a lower caste
- ସଂ. ବିଣ. (ପ୍ରତି=ବିପରୀତ+ଲୋମ=ଶରୀରର ରୁମ) — ବର୍ଣ୍ଣଗତ ନିୟମବିରୁଦ୍ଧ — Contrary to the rules of caste
- ସଂ. କ୍ରି. ବିଣ — ଲୋମର ବିପରୀତ ଦିଗରେ — Against the hair or grain