ପ୍ରତିଲିପି Pratilipi

  • ସଂ. ବି. (ପ୍ରତି+ଲିପି) — ନକଲ — A copy
  • ସଂ. ବି. (ପ୍ରତି+ଲିପି) — କୌଣସି ଲେଖାକୁ ଦେଖି ସେହି ମୁତାବକ ଅବିକଳ ଲେଖିବା ଲେଖା — A transcript; the counterpart of a writing