ପ୍ରତିଲକ୍ଷ୍ୟ Pratilakshya

  • ଦେ. ବି. (ସଂ. ଲକ୍ଷ; ଲକ୍ଷ୍ୟ) — ଉପମା; ତୁଳନା — Comparison
  • ଦେ. ବି. (ସଂ. ଲକ୍ଷ; ଲକ୍ଷ୍ୟ) — ଏଥିକୁ ପ୍ରତିଲକ୍ଷ ଦେବା; ଭୋ ନୃପ ଦେଖାଇ କହିବା—ଜଗନ୍ନାଥ. ଭାଗବତ।
  • ଦେ. ବି. (ସଂ. ଲକ୍ଷ; ଲକ୍ଷ୍ୟ) — ଉପମା ବା ତୁଳନା ଦ୍ୱାରା ଅନୁମିତ ସାଦୃଶ୍ୟ — Similarity found out on comparision
  • ଦେ. ବିଣ. — ଉପମାଯୋଗ୍ୟ — Comparable
  • ଦେ. ବିଣ. — ଉପମାଦ୍ୱାରା ସମାନ ଥିବାର ପ୍ରତିପାଦିତ — Found to be similar in comparision