ପ୍ରତିରୋଧ Pratirodha

  • ସଂ. ବି. (ପ୍ରତି+ରୋଧ) — ପ୍ରତିବନ୍ଧକ; ବାଧା — Obstruction; hinderance; resistance
  • ସଂ. ବି. (ପ୍ରତି+ରୋଧ) — ନିବାରଣ; ନିଷେଧ — Prevention
  • ସଂ. ବି. (ପ୍ରତି+ରୋଧ) — ଅଟକ — Restraint
  • ସଂ. ବି. (ପ୍ରତି+ରୋଧ) — ବିପକ୍ଷତା; ପ୍ରତିକୂଳତା — Opposition
  • ସଂ. ବି. (ପ୍ରତି+ରୋଧ) — ଘେରାଉ; ଅବରୋଧ — Siege; blockade