ପ୍ରତିରୋଧକ Pratirodhaka
- ସଂ. ବିଣ. ପୁଂ. (ପ୍ରତି+ରୁଧ୍ ଧାତୁ+କର୍ତ୍ତୃ. ଅକ) — ବାଧା ଦେଉଥିବା — Obstructing
- ସଂ. ବିଣ. ପୁଂ. (ପ୍ରତି+ରୁଧ୍ ଧାତୁ+କର୍ତ୍ତୃ. ଅକ) — ଅଟକ କରୁଥିବା — Restraining
- ସଂ. ବିଣ. ପୁଂ. (ପ୍ରତି+ରୁଧ୍ ଧାତୁ+କର୍ତ୍ତୃ. ଅକ) — ଅବରୋଧକାରୀ — Besieging; blockading
- ସଂ. ବିଣ. ପୁଂ. (ପ୍ରତି+ରୁଧ୍ ଧାତୁ+କର୍ତ୍ତୃ. ଅକ) — ଯେ ଅଟକ କରି ଡକାଇତି କରେ — Robbing (Howells)
- ସଂ. ବି. — ଡାକଏତ — Robber
- ସଂ. ବି. — ବାଧା ଦେବା ବ୍ୟକ୍ତି — Obstructor (Howells)