ପ୍ରତିରୂପ Pratirūpa

  • ସଂ. ବି. (ପ୍ରତି=ସଦୃଶ+ରୂପ) — ସାଦୃଶ୍ୟ — Resemblance; likeness
  • ସଂ. ବି. (ପ୍ରତି=ସଦୃଶ+ରୂପ) — ପ୍ରତିମୂର୍ତ୍ତି; ପ୍ରତିମା — Portrait; image
  • ସଂ. ବି. (ପ୍ରତି=ସଦୃଶ+ରୂପ) — ପ୍ରତିଲିପି — Counterpart; a duplicate; a copy
  • ସଂ. ବି. (ପ୍ରତି=ସଦୃଶ+ରୂପ) — ନକଲ; ଜାଲ୍ — Counterfeit
  • ସଂ. ବି. (ପ୍ରତି=ସଦୃଶ+ରୂପ) — ପ୍ରତିବିମ୍ବ — Reflected shadow; image
  • ସଂ. ବି. (ପ୍ରତି=ସଦୃଶ+ରୂପ) — ନମୁନା — Pattern; specimen
  • ସଂ. ବି. (ପ୍ରତି=ସଦୃଶ+ରୂପ) — ବସ୍ତୁର ବା ବ୍ୟକ୍ତିର ଅନୁରୂପ ଛବି — A picture drawn to resemble a person or thing
  • ସଂ. ବି. (ପ୍ରତି=ସଦୃଶ+ରୂପ) — ପ୍ରତିନିଧି (ହି. ଶ) — Representative
  • ସଂ. ବିଣ — ସଦୃଶ — Resembling; corresponding