ପ୍ରତିଯୋଦ୍ଧା Pratij̄oddhā

  • ସଂ. ବି. ପୁଂ. (ପ୍ରତି+ଯୋଦ୍ଧୃ; 1 ମା. 1 ବ.) — କୌଣସି ଯୋଦ୍ଧାର ବିପକ୍ଷରେ ପଟ ପକାଇ ଯୁଦ୍ଧ କରିବା ଯୋଦ୍ଧା — Concombatant; antagonist
  • ସଂ. ବି. ପୁଂ. (ପ୍ରତି+ଯୋଦ୍ଧୃ; 1 ମା. 1 ବ.) — ଶତ୍ରୁ — Enemy