ପ୍ରତିଯୋଗ Pratij̄oga

  • ସଂ. ବି. (ପ୍ରତି+ଯୋଗ) — ବିପକ୍ଷତା; ବିରୋଧ; ଶତ୍ରୁତା — Opposition; resistance; enmity
  • ସଂ. ବି. (ପ୍ରତି+ଯୋଗ) — ସହଯୋଗ — Co-operation; partnership; association
  • ସଂ. ବି. (ପ୍ରତି+ଯୋଗ) — ପ୍ରତିଦ୍ୱନ୍ଦ୍ୱିତା; ସମକକ୍ଷତା — Rivalry; competition