ପ୍ରତିଯୋଗୀ Pratij̄ogī
- ସଂ. ବି ଓ ବିଣ. ପୁଂ. (ପ୍ରତି+ଯୁଜ୍ ଧାତୁ+ଇନ୍; 1 ମା. 1 ବ) — ପ୍ରତିଦ୍ୱନ୍ଦ୍ୱୀ — Rival
- ସଂ. ବି ଓ ବିଣ. ପୁଂ. (ପ୍ରତି+ଯୁଜ୍ ଧାତୁ+ଇନ୍; 1 ମା. 1 ବ) — ବିପକ୍ଷ — Opponent
- ସଂ. ବି ଓ ବିଣ. ପୁଂ. (ପ୍ରତି+ଯୁଜ୍ ଧାତୁ+ଇନ୍; 1 ମା. 1 ବ) — ଅଂଶୀଦାର; ସରିକ୍ଦାର — Co-sharer; partner
- ସଂ. ବି ଓ ବିଣ. ପୁଂ. (ପ୍ରତି+ଯୁଜ୍ ଧାତୁ+ଇନ୍; 1 ମା. 1 ବ) — ସହଯୋଗୀ — Associate; co-operator