ପ୍ରତିମୁଖ Pratimukha
- ସଂ. ବିଣ. (ପ୍ରତି=ସାମନା ଦିଗରେ+ମୁଖ) — ସାମନାରେ ଥିବା; ଆଡ଼କୁ ମୁହଁ କରିବା — Facing; opposite; confronting
- ସଂ. ବିଣ. (ପ୍ରତି=ସାମନା ଦିଗରେ+ମୁଖ) — ଅଭିମୁଖ; ସମ୍ମୁଖବର୍ତ୍ତୀ — Situate in front
- ସଂ. ବି — ନାଟକ ବା ଅଭିନୟର ଅଂଶବିଶେଷ (ଯେଉଁ— ଠାରେ ନାଟକୀୟ ବିଷୟ କ୍ରମଶଃ ଗାଢ଼ତର ହୁଏ) — Part of a play in which the plot thickens; epitasis (Howells); the main action of a drama leading to the catastrophe (Chambers English Dictionary)
- ସଂ. ବି — [ଦ୍ର—ନାଟକର 5 ଅଙ୍ଗସନ୍ଧି ମଧ୍ୟରୁ ଏହା ଏକ; ଏଥିରେ ବିଳାସ, ପରିସର୍ପ, ନର୍ମ, ପ୍ରଗମନ, ବିରୋଧ, ପର୍ଯ୍ୟୁପାସନ, ପୁଷ୍ପ, ବଜ୍ର, ଉପନ୍ୟାସ ଓ ବର୍ଣ୍ଣସଂଗ୍ରହ ଆଦିର ବର୍ଣ୍ଣନ ହୋଇଥାଏ (ହି. ଶ)।] — [ଦ୍ର—ନାଟକର5ଅଙ୍ଗସନ୍ଧି ମଧ୍ୟରୁ ଏହା ଏକ; ଏଥିରେ ବିଳାସ, ପରିସର୍ପ, ନର୍ମ, ପ୍ରଗମନ, ବିରୋଧ, ପର୍ଯ୍ୟୁପାସନ, ପୁଷ୍ପ, ବଜ୍ର, ଉପନ୍ୟାସ ଓ ବର୍ଣ୍ଣସଂଗ୍ରହ ଆଦିର ବର୍ଣ୍ଣନ ହୋଇଥାଏ (ହି. ଶ)]
- ସଂ. ବି — କୌଣସି ବସ୍ତୁର ପଛଭାଗ (ହି. ଶ) — The rear or back part of a thing