ପ୍ରତିବୁଦ୍ଧ Pratibuddha
- ସଂ. ବିଣ. ପୁଂ. (ପ୍ରତି+ବୁଦ୍ଧ) — ପ୍ରସିଦ୍ଧ — Well known
- ସଂ. ବିଣ. ପୁଂ. (ପ୍ରତି+ବୁଦ୍ଧ) — ଉନ୍ନତ — Elevated
- ସଂ. ବିଣ. ପୁଂ. (ପ୍ରତି+ବୁଦ୍ଧ) — ଯେ ସ୍ୱୟଂ ନିଦରୁ ଉଠିଛି — Risen from sleep
- ସଂ. ବିଣ. ପୁଂ. (ପ୍ରତି+ବୁଦ୍ଧ) — [ଦ୍ର—ଯାହାକୁ କେହି ନିଦରୁ ଉଠାଇଥାଏ ତାକୁ ପ୍ରତିବୋଧିତ ବୋଲାଯାଏ, ଯେ ଆପଣା ମନକୁ ନିଦରୁ ଉଠିଥାଏ ତାକୁ ପ୍ରତିବୁଦ୍ଧ ବୋଲାଯାଏ।]