ପ୍ରତିବୀଜ Pratibīja

  • ସଂ. ବିଣ. — ଯାହାର ବୀଜ ନଷ୍ଟ ହୋଇଅଛି — Of which the seed is lost
  • ସଂ. ବିଣ. — ଯହିଁର ଉତ୍ପାଦିକା ଶକ୍ତି ନଷ୍ଟ ହୋଇଅଛି (ହି. ଶ) — Of which the productive power is lost