ପ୍ରତିବିଧାନ Pratibidhāna
- ସଂ. ବି. (ପ୍ରତି+ବିଧାନ) — ପ୍ରତିକାର — Remedy
- ସଂ. ବି. (ପ୍ରତି+ବିଧାନ) — ଲେଉଟ ଉପାୟ — Counteraction; remedial means
- ସଂ. ବି. (ପ୍ରତି+ବିଧାନ) — ଉପାୟ — Means
- ସଂ. ବି. (ପ୍ରତି+ବିଧାନ) — ନିବାରଣ — Prevention
- ସଂ. ବି. (ପ୍ରତି+ବିଧାନ) — ପ୍ରତିଶୋଧ — Revenge; retaliation
- ସଂ. ବି. (ପ୍ରତି+ବିଧାନ) — ହୁସିଆରି; ସତର୍କତା — Precaution
- ସଂ. ବି. (ପ୍ରତି+ବିଧାନ) — ଉପଶମ — Alleviation; relief; abatement