ପ୍ରତିବାହୁ Pratibāhu

  • ସଂ. ବି (ପ୍ରତି+ବାହୁ) — ବାହୁର ଅଗ୍ରଭାଗ (ହି. ଶ) — The fore part of the arm
  • ସଂ. ବି (ପ୍ରତି+ବାହୁ) — (ନାମ) ଶଫଳ୍କଙ୍କର ଏକ ପୁତ୍ର ଓ ଆକ୍ରୂରଙ୍କର ଭାଇ (ହି. ଶ) — Name of a brother of Akrūra