ପ୍ରତିଫଳ Pratiphaḻa
- ସଂ. ବି. (ପତ୍ର=ବଦଳରେ+ଫଳ) — ପ୍ରତିଶୋଧ — Revenge; retribution
- ସଂ. ବି. (ପତ୍ର=ବଦଳରେ+ଫଳ) — କୌଣସି କାର୍ଯ୍ୟ ପାଇଁ ପ୍ରଦତ୍ତ ପୁରସ୍କାର ବା ଦଣ୍ଡ — Reward or punishment meted out for an action
- ସଂ. ବି. (ପତ୍ର=ବଦଳରେ+ଫଳ) — ପ୍ରତ୍ୟୁପକାର — A good turn; requital; recompense
- ସଂ. ବି. (ପତ୍ର=ବଦଳରେ+ଫଳ) — କାର୍ଯ୍ୟର ଶେଷଫଳ — The consequence of an action
- ସଂ. ବି. (ପତ୍ର=ବଦଳରେ+ଫଳ) — ପ୍ରତିବିମ୍ବ — Reflected image; shadow