ପ୍ରତିଫଳିତ Pratiphaḻita

  • ସଂ. ବିଣ. (ପ୍ରତି+ଫଳିତ) — ପ୍ରତିବିମ୍ବିତ — Reflected
  • ସଂ. ବିଣ. (ପ୍ରତି+ଫଳିତ) — ପ୍ରତିଶୋଧ କରାଯାଇଥିବା — Retaliated; recompensed