ପ୍ରତିଫଳନ Pratiphaḻana

  • ସଂ. ବି (ପ୍ରତି+ଫଳ୍ ଧାତୁ+ଭାବ. ଅନ) — ପ୍ରତିବିମ୍ବପାତ — Reflection
  • ସଂ. ବି (ପ୍ରତି+ଫଳ୍ ଧାତୁ+ଭାବ. ଅନ) — ଜଳାଦିରେ ପ୍ରତିବିମ୍ବିତ କୌଣସି ବସ୍ତୁର ଛାୟା — Reflected image