ପ୍ରତିପୋଷଣ Pratiposhaṇa

  • ସଂ. ବି (ପ୍ରତି+ପୋଷଣ) — ପ୍ରତିପାଳନ; ଜୀବିକାନିର୍ବାହ — Maintaining
  • ଦେ. ବିଣ — ପ୍ରତିପୋଷିତ — Maintained; cherished