ପ୍ରତିପୋଷଣ ହେବା Pratiposhaṇa hebā

  • ଦେ. କ୍ରି. — ନିଜର ଜୀବିକା ନିର୍ବାହ କରିବା; ପୋଷି ହେବା — To get one's maintenance or support; to maintain one's self
  • ଦେ. କ୍ରି. — (ଯଥା—ମୁଁ ଓକିଲାତି ବ୍ୟବସାୟ ଦ୍ୱାରା ପ୍ରତିପୋଷଣ ହେଉଥିଲି।)