ପ୍ରତିପାଳ Pratipāḻa

  • ଦେ. ବି (ସଂ. ପ୍ରତିପାଳନ) — ପ୍ରତିପାଳନ (ଦେଖ) — Pratipāḻana (See)
  • ଦେ. ବି (ସଂ. ପ୍ରତିପାଳନ) — ଗୁରୁ ଦକ୍ଷିଣାକୁ ବୋଲ ପ୍ରତିପାଳ କର। ପ୍ରାଚୀ, ପ୍ରତାପ ଶଶିସେଣା।