ପ୍ରତିପାଳିବା Pratipāḻibā
- ଦେ. (ପଦ୍ୟ) (ସଂ. ପ୍ରତିପାଳନ) — ପ୍ରତିପାଳନ କରିବା; ପୋଷିବା — To maintain
- ଦେ. (ପଦ୍ୟ) (ସଂ. ପ୍ରତିପାଳନ) — (ଆଜ୍ଞା ଆଦି) ପାଳନ କରିବା — To obey (an order)
- ଦେ. (ପଦ୍ୟ) (ସଂ. ପ୍ରତିପାଳନ) — ଭକ୍ତ ବଚନ ପ୍ରତିପାଳି, ଗୋରୁ ଚରାଉ ବନମାଳୀ। ଭୂପତି, ପ୍ରେମପଞ୍ଚାମୃତ।
- ଦେ. (ପଦ୍ୟ) (ସଂ. ପ୍ରତିପାଳନ) — ଯତ୍ନପୂର୍ବକ ରକ୍ଷା କରିବା — To keep with care; to protect
- ଦେ. (ପଦ୍ୟ) (ସଂ. ପ୍ରତିପାଳନ) — ପର କୁହାରୁ କି ହେବ ଯହିଁ ମନ ମିଳି; ଯେ ଯାହାର ଦ୍ରବ୍ୟ ସେ ତାହାକୁ ପ୍ରତିପାଳି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।