ପ୍ରତିପାଳିତ Pratipāḻita

  • ସଂ. ବିଣ. (ପ୍ରତି+ପାଳି ଧାତୁ+କର୍ମ. ତ) — ପୋଷିତ — Maintained; cherished; provided for
  • ସଂ. ବିଣ. (ପ୍ରତି+ପାଳି ଧାତୁ+କର୍ମ. ତ) — ପାଳିତ; ଅନୁସୃତ — Observed; practised
  • ସଂ. ବିଣ. (ପ୍ରତି+ପାଳି ଧାତୁ+କର୍ମ. ତ) — ରକ୍ଷିତ — Protected; obeyed