ପ୍ରତିପାଳନ Pratipāḻana

  • ସଂ. ବି. (ପ୍ରତି+ପାଳି ଧାତୁ+ଭାବ. ଅନ;+ଆ) — ରକ୍ଷଣ — Watching; guarding
  • ସଂ. ବି. (ପ୍ରତି+ପାଳି ଧାତୁ+ଭାବ. ଅନ;+ଆ) — ପାଳିବା; ଅନ୍ନବସ୍ତ୍ରାଦି ଦ୍ୱାରା ପୋଷଣ — Supporting; maintaining
  • ସଂ. ବି. (ପ୍ରତି+ପାଳି ଧାତୁ+ଭାବ. ଅନ;+ଆ) — (ନିୟମ) ପାଳନ କରିବା; ମାନିବା; ଅନୁସରଣ କରିବା — Observance; obeying; following (a rule)
  • ସଂ. ବି. (ପ୍ରତି+ପାଳି ଧାତୁ+ଭାବ. ଅନ;+ଆ) — ଆଜ୍ଞାପାଳନ — Obeying of an order