ପ୍ରତିପାଳକ Pratipāḻaka

  • ସଂ. ବିଣ . (ପ୍ରତି+ପାଳି ଧାତୁ=ରକ୍ଷା କରିବା+କର୍ତ୍ତୃ. ଅକ) ଯେ ପ୍ରତିପାଳନ କରେ; ଯେ ପୋଷେ — Supporting; bringing up; maintaining
  • ସଂ. ବି — ରାଜା — King
  • ସଂ. ବି — ପାଳନକାରୀ ବ୍ୟକ୍ତି — Protector; supporter