ପ୍ରତିପନ୍ନ Pratipanna
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ଅବଧାରିତ; ସ୍ଥିରୀକୃତ — Settled; determined; established; ascertained
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ପ୍ରମାଣିତ — Proved; testified; demonstrated
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ପ୍ରମାଣ ଓ ତର୍କାଦିଦ୍ୱାରା ସ୍ଥିରୀକୃତ — Ascertained after evedence, enquiry or discussion
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ବିଦିତ; ଜ୍ଞାତ — Known; uhnderstood
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ଅଙ୍ଗୀକୃତ — Promised; acknowledged
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ସ୍ୱୀକୃତ — Assented to ; agreed to
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ଗୃହୀତ — Accepted
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ପ୍ରାପ୍ତ — Obtained; acquired; gained
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ସମ୍ପାଦିତ; ନିଷ୍ପନ୍ନ — Effected; accomplished
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ଅଭିଯୁକ୍ତ — Charged
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ଅନୁମତ; ଅନୁମତିପ୍ରାପ୍ତ — Permitted; approved
- ସଂ. ବିଣ (ପ୍ରତି+ପଦ୍ ଧାତୁ+କର୍ମ. ତ) — ସମ୍ମାନିତ — Respected