ପ୍ରତିପତ୍ Pratipat
- ସଂ. ବି. (ପ୍ରତି=ପ୍ରଥମ+ପଦ୍ ଧାତୁ=ଯିବା, ଘଟିବା+ କ୍ୱିପ୍; ପ୍ରତିପଦ୍ 1 ମା. 1 ବ) — ଶୁକ୍ଳପକ୍ଷ ବା କୃଷ୍ଣପକ୍ଷର ପ୍ରଥମ ତିଥି; ପୂର୍ଣ୍ଣମୀ ଓ ଅମାବାସ୍ୟାର ପରଦିନ (ଶୁକ୍ଳ ଓ କୃଷ୍ଣଭେଦରେ ପ୍ରତିପଦ୍ 2 ଟି, ଶୁକ୍ଳ ପ୍ରତିପତ୍ ଓ କୃଷ୍ଣ ପ୍ରତିପତ୍) — ଶୁକ୍ଳପକ୍ଷ ବା କୃଷ୍ଣପକ୍ଷର ପ୍ରଥମ ତିଥି; ପୂର୍ଣ୍ଣମୀ ଓ ଅମାବାସ୍ୟାର ପରଦିନ (ଶୁକ୍ଳ ଓ କୃଷ୍ଣଭେଦରେ ପ୍ରତିପଦ୍2ଟି, ଶୁକ୍ଳ ପ୍ରତିପତ୍ ଓ କୃଷ୍ଣ ପ୍ରତିପତ୍)—. The first day of the lunar fortnight; the st day of the moon's increase or wane
- ସଂ. ବି. (ପ୍ରତି=ପ୍ରଥମ+ପଦ୍ ଧାତୁ=ଯିବା, ଘଟିବା+ କ୍ୱିପ୍; ପ୍ରତିପଦ୍ 1 ମା. 1 ବ) — ବୃଦ୍ଧି — Increase
- ସଂ. ବି. (ପ୍ରତି=ପ୍ରଥମ+ପଦ୍ ଧାତୁ=ଯିବା, ଘଟିବା+ କ୍ୱିପ୍; ପ୍ରତିପଦ୍ 1 ମା. 1 ବ) — ବୁଦ୍ଧି — Understanding
- ସଂ. ବି. (ପ୍ରତି=ପ୍ରଥମ+ପଦ୍ ଧାତୁ=ଯିବା, ଘଟିବା+ କ୍ୱିପ୍; ପ୍ରତିପଦ୍ 1 ମା. 1 ବ) — ପଦବୀ — Rank; title
- ସଂ. ବି. (ପ୍ରତି=ପ୍ରଥମ+ପଦ୍ ଧାତୁ=ଯିବା, ଘଟିବା+ କ୍ୱିପ୍; ପ୍ରତିପଦ୍ 1 ମା. 1 ବ) — ଫଳାଫଳ — Consequence