ପ୍ରତିପତ୍ତି Pratipatti

  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ଗୌରବ; ସୁଖ୍ୟାତି; ପ୍ରତିଷ୍ଠା — Fame; reputation
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ମାନ; ସମ୍ମାନ — Respect
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ପ୍ରାପ୍ତି — Gaining; obtaining; acquisition
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ପଦପ୍ରାପ୍ତି — Acquirement of a position or title
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ଉନ୍ନତି — Elevation; advancement; promotion
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ପ୍ରବୃତ୍ତି; ସାଂସାରିକ କାର୍ଯ୍ୟ — Worldly practice or activity
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — କୌଣସି ବିଷୟ ସମ୍ପୂର୍ଣ୍ଣରୂପେ ବୁଝିପାରିବା; ପ୍ରବୋଧ; ଜ୍ଞାନ — Wisdom; comprehension
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — କର୍ତ୍ତବ୍ଯଜ୍ଞାନ — Sense of duty
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ଅବଧାରଣ; ସ୍ଥିରୀକରଣ — Determination; settlement
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ଅଭିମାନ; ଗର୍ବ — Pride; haughtiness; sullenness
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ପ୍ରଗଳ୍ଭତା — Arrogance; audacity
  • ସଂ. ବି (ପ୍ରତି+ପଦ୍ ଧାତୁ+ଭାବ. ତି) — ଅଭିଯୋଗ — Complaint; charge