ପ୍ରତିପଚ୍ଚନ୍ଦ୍ର Pratipachchandra

  • ସଂ. ବି. (ପ୍ରତିପତ୍+ଚନ୍ଦ୍ର; ପ୍ରତିପଦା ଦିନର ଅତି କ୍ଷୀଣ ଚନ୍ଦ୍ର ଲୋକଙ୍କ ଆଖିକୁ ଦେଖା ନ ଯିବାରୁ; ତୁଳ. ଆକାଶ କୁସୁମ; ଲେଡ଼ି ବାଳ) — ଆଦୃଶ୍ୟ ବିଷୟ — An invisble thing