ପ୍ରତିପକ୍ଷ Pratipaksha

  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — ବିପକ୍ଷ; ବିପକ୍ଷୀୟ ବ୍ୟକ୍ତି — Adversary; opponent
  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — ଶତ୍ରୁ — Enemy; foe;
  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — ଶତ୍ରୁପକ୍ଷ — Hostile party
  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — ଅପର ପକ୍ଷ — Opposite party
  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — ପ୍ରତିଦ୍ୱନ୍ଦ୍ୱୀ — Rival
  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — (ଦେବାନୀ ମକଦ୍ଦମାରେ) ପ୍ରତିବାଦୀ; ବିବାଦୀ) — A defendant in a civil suit
  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — (ଫଉଜଦାରି ମକଦ୍ଦମାରେ) ଆସାମୀ; ମୁଦାଲା
  • ସଂ. ବି (ପ୍ରତି=ବିରୁଦ୍ଧ+ପକ୍ଷ) — ସାଦୃଶ୍ୟ — Likeness; resemblance; similarity