ପ୍ରତିନିଧି Pratinidhi
- ସଂ. ବି (ପ୍ରତି=ପରିବର୍ତ୍ତରେ+ନି+ଧା ଧାତୁ=ଧାରଣ କରିବା+କର୍ମ. ଇ) — ବଦଳିଆ; ଏକ ବ୍ୟକ୍ତିର ପରିବର୍ତ୍ତରେ କାର୍ଯ୍ୟ କରିବା ବ୍ୟକ୍ତି — A deputy; proxy; a substitute; a locum tenens
- ସଂ. ବି (ପ୍ରତି=ପରିବର୍ତ୍ତରେ+ନି+ଧା ଧାତୁ=ଧାରଣ କରିବା+କର୍ମ. ଇ) — ଯେ କୌଣସି ଅନୁପସ୍ଥିତ ବ୍ୟକ୍ତିର ସ୍ଥାନ ଅଧିକାର କରିବାକୁ କ୍ଷମତା ପାଇଥାଏ — A representative; a person authorised to represent an absent person
- ସଂ. ବି (ପ୍ରତି=ପରିବର୍ତ୍ତରେ+ନି+ଧା ଧାତୁ=ଧାରଣ କରିବା+କର୍ମ. ଇ) — ଜାମିନଦାର୍ — Surety
- ସଂ. ବି (ପ୍ରତି=ପରିବର୍ତ୍ତରେ+ନି+ଧା ଧାତୁ=ଧାରଣ କରିବା+କର୍ମ. ଇ) — ପ୍ରତିକୃତି — Likeness