ପ୍ରତିଧ୍ୱନିତ Pratidhwanita

  • ସଂ. ବିଣ. (ପ୍ରତି+ଧ୍ୱନିତ) — ପ୍ରତିଧ୍ୱନିରୂପେ ଶୁଣାଯିବା (ଶବ୍ଦ) — Reverberated; echoed
  • ସଂ. ବିଣ. (ପ୍ରତି+ଧ୍ୱନିତ) — ପ୍ରତିଧ୍ୱନିଦ୍ୱାରା ପୂର୍ଣ୍ଣ (ସ୍ଥାନ) — Reverberating with a sound or echo
  • ସଂ. ବି — ପ୍ରତିଧ୍ୱନି — Echo