ପ୍ରତିଦେୟ Pratideya

  • ସଂ. ବିଣ. (ପ୍ରତି+ଦେୟ) — ପ୍ରତିଦାନର ଉପଯୁକ୍ତ — Fit to be given as a return-gift
  • ସଂ. ବିଣ. (ପ୍ରତି+ଦେୟ) — ପ୍ରତ୍ୟର୍ପଣ କରିବାର ଯୋଗ୍ୟ — Returnable; restorable