ପ୍ରତିଦିବା Pratidibā
- ସଂ. ବି (ପ୍ରତି+ଦିବ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅନ୍ ପ୍ରତିଦିବନ୍, 1 ମା. 1 ବ)—ସୂର୍ଯ୍ୟ (ପ୍ରକୃତିବାଦ) — (ପ୍ରତି+ଦିବ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅନ୍ ପ୍ରତିଦିବନ୍,ମା.ବ)—ସୂର୍ଯ୍ୟ (ପ୍ରକୃତିବାଦ)— . The sun (M.W.)
- ସଂ. ବି ଦିବସ — A day (M.W.)
- ସଂ. ଅ (ଅବ୍ୟୟୀଭାବ; ପ୍ରତି+ଦିବା=ଦିବସ) — ପ୍ରତିଦିନ — Everyday