ପ୍ରତିତୁଲ୍ୟ Pratitulya

  • ଦେ. ବିଣ — ପରି; ସଦୃଶ — Similar
  • ଦେ. ବିଣ — ତା ପ୍ରତିତୁଲ୍ୟ ଏ ଜଗତେ ନ ଦେଖି ସ୍ୱର୍ଗ ମର୍ତ୍ତ୍ୟ ଗତେ—ଜଗନ୍ନାଥ, ଭାଗବତ।