ପ୍ରତିଜ୍ଞାବଦ୍ଧ Pratijn̄ābaddha

  • ସଂ. ବିଣ. ପୁଂ. ( 3 ୟା ତତ୍; ପ୍ରତିଜ୍ଞା+ଆବଦ୍ଧ) — କୌଣସି କର୍ମ କରିବାକୁ ଅଙ୍ଗୀକାର ଦ୍ୱାରା ବାଧ୍ୟ ଥିବା — Promise-bound; bound to do a certain act by virtue of a solemn promise