ପ୍ରତିଜ୍ଞା ପତ୍ର Pratijn̄ā patra.

  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରତିଜ୍ଞା+ପତ୍ର) — ଅଙ୍ଗୀକାର ଲିପି; ଯେଉଁ ଲିପିରେ କୌଣସି ବ୍ୟକ୍ତି କୌଣସି ବିଷୟ ଘୋଷଣା କରେ — Affidavit; solemn statement in writing
  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରତିଜ୍ଞା+ପତ୍ର) — ଏକରାରନାମା; ଚୁକ୍ତିପତ୍ର — Written agreement; a deed of contract
  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରତିଜ୍ଞା+ପତ୍ର) — ଘୋଷଣାପତ୍ର — A written declaration
  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରତିଜ୍ଞା+ପତ୍ର) — ହାଣ୍ଡନୋଟ୍; ପରେ ଟଙ୍କା ଦେବାପାଇଁ କରାଯିବା ସ୍ୱୀକାରପତ୍ର — A promissory note; a handnote