ପ୍ରତିଚ୍ଛାୟା Pratichchhāyā
- ସଂ. ବି. (ପ୍ରତି+ଛାୟା; ସନ୍ଧିଯୋଗୁଁ 'ଛ' ସ୍ଥାନରେ 'ଚ୍ଛ') — ପ୍ରତିମୂର୍ତ୍ତି; ପ୍ରତିକୃତି — A statue; image
- ସଂ. ବି. (ପ୍ରତି+ଛାୟା; ସନ୍ଧିଯୋଗୁଁ 'ଛ' ସ୍ଥାନରେ 'ଚ୍ଛ') — ଚିତ୍ର; ଛବି — A picture
- ସଂ. ବି. (ପ୍ରତି+ଛାୟା; ସନ୍ଧିଯୋଗୁଁ 'ଛ' ସ୍ଥାନରେ 'ଚ୍ଛ') — ଫଟୋ — Photo
- ସଂ. ବି. (ପ୍ରତି+ଛାୟା; ସନ୍ଧିଯୋଗୁଁ 'ଛ' ସ୍ଥାନରେ 'ଚ୍ଛ') — ସାଦୃଶ୍ୟ — Resemblance
- ସଂ. ବି. (ପ୍ରତି+ଛାୟା; ସନ୍ଧିଯୋଗୁଁ 'ଛ' ସ୍ଥାନରେ 'ଚ୍ଛ') — ପ୍ରତିବିମ୍ବ — Reflected image
- ସଂ. ବି. (ପ୍ରତି+ଛାୟା; ସନ୍ଧିଯୋଗୁଁ 'ଛ' ସ୍ଥାନରେ 'ଚ୍ଛ') — ଛାୟା — Shadow